ଅର୍ଥ : ସୁରକ୍ଷାର ଅଭାବ
ଉଦାହରଣ :
କାଶ୍ମୀରୀ ପଣ୍ଡିତଙ୍କ ମଧ୍ୟରେ ଅସୁରକ୍ଷାର ଭାବନା ବଢ଼ିଚାଲିଛି
ସମକକ୍ଷ : ଅଣନିରାପତ୍ତା, ଅସଂରକ୍ଷଣ, ଅସୁରକ୍ଷା
ଅନ୍ୟ ଭାଷାରେ ଅନୁବାଦ :
सुरक्षा का अभाव।
कश्मीरी पंडितों में असुरक्षा की भावना बढ़ती जा रही है।The state of being subject to danger or injury.
insecurity