ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମୃତଧାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମୃତଧାରା   ବିଶେଷ୍ୟ

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ଅମୃତଧାରର ପ୍ରଥମ ଚରଣରେ କୋଡିଏ, ଦ୍ୱିତୀୟ ଚରଣରେ ବାର, ତୃତୀୟ ଚରଣରେ ଷୋହଳ ଏବଂ ଚତୁର୍ଥ ଚରଣରେ ଆଠ ଅକ୍ଷର ଥାଏ


ଅନ୍ୟ ଭାଷାରେ ଅନୁବାଦ :

एक वर्णवृत्त।

अमृतधारा के पहले चरण में बीस, दूसरे में बारह, तीसरे चरण में सोलह और चौथे चरण में आठ अक्षर होते हैं।
अमृतधारा

(prosody) a system of versification.

poetic rhythm, prosody, rhythmic pattern