ଅର୍ଥ : ଅଧିକ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
ସମକକ୍ଷ : ଅଧିକତା, ଅସୀମତା ଅନନ୍ତତା, ଆଧିକ୍ୟ, ବହୁଳତା
ଅନ୍ୟ ଭାଷାରେ ଅନୁବାଦ :
मान, मात्रा आदि में अधिक होने की अवस्था या भाव।
धन की अधिकता से वह घमण्डी हो गया है।ଅର୍ଥ : ଅପରିମିତ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଆକାଶର ଆପରିମିତତା ବିଷୟରେ ଆମ ସମସ୍ତଙ୍କୁ ସ୍ପଷ୍ଟ ଭାବେ ଜଣା
ସମକକ୍ଷ : ଆପରିମିତତା
ଅନ୍ୟ ଭାଷାରେ ଅନୁବାଦ :
The quality of being infinite. Without bound or limit.
boundlessness, infiniteness, infinitude, limitlessness, unboundedness