ଅର୍ଥ : ଯାହାର ସୀମା ନାହିଁ
ଉଦାହରଣ :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
ସମକକ୍ଷ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମୀତ, ଅସୀମ, ଅସୀମିତ, ସୀମାହୀନ
ଅନ୍ୟ ଭାଷାରେ ଅନୁବାଦ :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।ଅର୍ଥ : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
ଉଦାହରଣ :
ସୃଷ୍ଟି ଅମାପ ସମ୍ପଦର ଖଣି
ସମକକ୍ଷ : ଅପରିମିତ, ଅପର୍ଯ୍ୟାପ୍ତ, ଅସୀମ
ଅନ୍ୟ ଭାଷାରେ ଅନୁବାଦ :
Impossible to measure.
Unmeasurable reaches of outer space.