ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ମଞ୍ଜି ନଥାଏ
ଉଦାହରଣ : ମୋତେ ଅମଞ୍ଜିଆ ଅଙ୍ଗୁର ହିଁ ଭଲ ଲାଗେ
ସମକକ୍ଷ : ମଞ୍ଜି ନଥିବା, ମଞ୍ଜିଶୂନ୍ୟ, ମଞ୍ଜିହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें बीज न हों।
Lacking seeds.
ଅର୍ଥ : ଯେଉଁଥିରେ ମଞ୍ଜି ନ ଥାଏ
ଉଦାହରଣ : କେତେକ ବୃକ୍ଷଲତା ନିର୍ବୀଜ ହୋଇଥାଆନ୍ତି
ସମକକ୍ଷ : ନିର୍ବୀଜ, ବୀଜରହିତ
जिसमें बीज न हो।
ସଂସ୍ଥାପନ କରନ୍ତୁ