ଅର୍ଥ : ଯେ କାହାକୁ କିଛି କେବେ ମାଗେନାହିଁ
ଉଦାହରଣ :
ଅଯାଚକ ବ୍ୟକ୍ତି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରନ୍ତି
ସମକକ୍ଷ : ଅଯାଚକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଗା ନ ହୋଇଥିବା
ଉଦାହରଣ :
ତାକୁ ଅଯାଚିତ ଧନର ଭଣ୍ଡାର ମିଳିଗଲା
ସମକକ୍ଷ : ଅପ୍ରାର୍ଥିତ, ଅଯାଚିତ
ଅନ୍ୟ ଭାଷାରେ ଅନୁବାଦ :