ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭୟାରଣ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭୟାରଣ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ପଶୁପକ୍ଷୀମାନଙ୍କ ସଂରକ୍ଷଣ କରାଯାଏ

ଉଦାହରଣ : ଶୀତ ଋତୁରେ ଭାରତର ଅଭୟାରଣ୍ୟଗୁଡ଼ିକୁ ବହୁତ ବିଦେଶୀ ପକ୍ଷୀ ଆସିଥାନ୍ତି

ସମକକ୍ଷ : ସଂରକ୍ଷିତ ବନ


ଅନ୍ୟ ଭାଷାରେ ଅନୁବାଦ :

वह स्थान जहाँ पर पशु-पक्षियों को संरक्षण दिया जाता है।

शीत काल में भारत के अभयारण्यों में बहुत सारे प्रवासी पक्षी आते हैं।
अभय वन, अभयवन, अभयारण्य, अभ्यारण्य, आरक्षित वन, संरक्षित वन

A large area of land preserved in its natural state as public property.

There are laws that protect the wildlife in this park.
park, parkland