ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିଷେକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିଷେକ   ବିଶେଷ୍ୟ

ଅର୍ଥ : ଯଜ୍ଞ ପରେ ଶାନ୍ତି ନିମିତ୍ତ ସ୍ନାନ

ଉଦାହରଣ : ଅଭିଷେକ ହୋଇସାରିଛି


ଅନ୍ୟ ଭାଷାରେ ଅନୁବାଦ :

यज्ञ के पश्चात् शांति के निमित्त स्नान।

अभिषेक हो चुका है।
अभिषेक, अभिषेचन

ଅର୍ଥ : ଛିଦ୍ରଯୁକ୍ତ ପାତ୍ରଦ୍ୱାରା ଶିବଲିଙ୍ଗ ଉପରେ ପାଣି,ଦୁଧ ଆଦି ଟପ ଟପ କରି ପକାଇବା ପ୍ରକ୍ରିୟା

ଉଦାହରଣ : ଶ୍ରଦ୍ଧାଳୁ ଅଭିଷେକପାଇଁ ପାତ୍ରରେ ଜଳ ଭରି ଆଣିଲେ

ସମକକ୍ଷ : ଅଭିସେଚନ


ଅନ୍ୟ ଭାଷାରେ ଅନୁବାଦ :

छेद वाले पात्र से शिवलिंग पर पानी, दूध आदि टपकाने की क्रिया।

श्रद्धालु अभिषेक के लिए पात्र में जल भर लाया।
अभिषेक, अभिषेचन

ଅର୍ଥ : ଶାନ୍ତି ବା ମଙ୍ଗଳପାଇଁ ମନ୍ତ୍ରପଢ଼ି କୁଶ ତଥା ଦୂବରେ ଜଳ ଛିଞ୍ଚିବାର ପ୍ରକ୍ରିୟା

ଉଦାହରଣ : ପୂଜାରୀ ଶିବଲିଙ୍ଗକୁ ଅଭିଷେକ କରୁଛନ୍ତି

ସମକକ୍ଷ : ଅଭିସେଚନ


ଅନ୍ୟ ଭାଷାରେ ଅନୁବାଦ :

शांति या मंगल के निमित्त मंत्र पढ़कर कुश तथा दूब से जल छिड़कने की क्रिया।

पुजारी शिवलिंग का अभिषेक कर रहे हैं।
अभिषेक, अभिषेचन, सुप्रतिष्ठा

The ritual washing of a priest's hands or of sacred vessels.

ablution

ଅର୍ଥ : ମୂର୍ତ୍ତି ସ୍ନାନ କରାଇବାର ଯେଉଁ ଧାର୍ମିକ କାର୍ଯ୍ୟରେ ଅର୍ପଣ ଆଦି ବି ହୁଏ

ଉଦାହରଣ : ଅଭିଷେକ ପରେ ପ୍ରସାଦ ବିତରଣ ହେବ

ସମକକ୍ଷ : ଅଭିସେଚନ


ଅନ୍ୟ ଭାଷାରେ ଅନୁବାଦ :

मूर्ति स्नान कराने का एक धार्मिक अनुष्ठान जिसमें चढ़ावा आदि भी होता है।

अभिषेक के पश्चात् प्रसाद वितरण होगा।
अभिषेक, अभिषेचन

The prescribed procedure for conducting religious ceremonies.

ritual

ଅର୍ଥ : ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ

ଉଦାହରଣ : ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା

ସମକକ୍ଷ : ରାଜାଭିଷେକ, ରାଜ୍ୟାଭିଷେକ


ଅନ୍ୟ ଭାଷାରେ ଅନୁବାଦ :

राजसिंहासन या गद्दी पर बैठने के समय होनेवाला कृत्य।

राजतिलक होने से पहले ही राम को बनवास जाना पड़ा।
अभिषेक, अभिषेचन, टीका, ताजपोशी, राजतिलक, राज्याभिषेक

The ceremony of installing a new monarch.

coronation, enthronement, enthronisation, enthronization, investiture