ଅର୍ଥ : ଯାହା ଛିଞ୍ଚା ଯାଇଛି
ଉଦାହରଣ :
ଜଳ ସେଚିତ ଖେତକୁ ଯାଅ ନାହିଁ, ପାଦରେ ଭିଜା ମାଟି ଲାଗିଯିବଏହି ଚିଠି ଅଶ୍ରୁରେ ସିକ୍ତ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଅଭିଷେକ କରାଯାଇଛି
ଉଦାହରଣ :
ଅଭିଷିକ୍ତ ରାଜକୁମାର ନିଜର କାର୍ଯ୍ୟ ଭାର ଭଲରେ ନିର୍ବାହ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :