ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଳିବା ବା ଦମନ କରିବା କ୍ରିୟା
ଉଦାହରଣ : ହାତୀମାନଙ୍କଦ୍ୱାରା ଶତ୍ରୁଦଳକୁ ଦମନ କରାଗଲା
ସମକକ୍ଷ : ଦମନ, ଦଳନ
ଅନ୍ୟ ଭାଷାରେ ଅନୁବାଦ :हिन्दी
कुचलने या दमन करने की क्रिया।
ଅର୍ଥ : ପେଷିବା ବା ଚୂର୍ଣ୍ଣ କରିବା କ୍ରିୟା
ଉଦାହରଣ : ଏହି କାମ ଲୌହ ପେଷଣ ସହ ସମାନ
ସମକକ୍ଷ : ଚୂର୍ଣ୍ଣନ, ପେଷଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पीसने या चूर्ण करने की क्रिया।
The act of grinding to a powder or dust.
ସଂସ୍ଥାପନ କରନ୍ତୁ