ଅର୍ଥ : ବିନା ଆରାମରେ
ଉଦାହରଣ :
ସେ ଅହରହ ଅବିରତ କାମ କରୁଛନ୍ତି
ସମକକ୍ଷ : ଅନବରତ, ନିରବଚ୍ଚିନ୍ନ ଭାବରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ଉଦାହରଣ :
ଦୁଇ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି ସଚିନ ଲାଗଲାଗ ଛକା ଲଗେଇଚାଲିଛି
ସମକକ୍ଷ : ଅନବରତ, ଅବିରାମ, ଅବିଶ୍ରାନ୍ତ, ଅହରହ, ଧମାଧମ, ନିରନ୍ତର, ଲଗାତାର, ଲାଗଲାଗ
ଅନ୍ୟ ଭାଷାରେ ଅନୁବାଦ :
बिना विराम के या बिना रुके या बिना क्रम-भंग के।
दो घंटे से लगातार बारिश हो रही है।