ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବରୋହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବରୋହ   ବିଶେଷ୍ୟ

ଅର୍ଥ : ଅବରୋହ ସ୍ବର

ଉଦାହରଣ : ସଂଗୀତଜ୍ଞ ଶିଷ୍ୟକୁ ଅବରୋହ ବୁଝାଉ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

संगीत में वह स्वर जो निषाद से षडज तक उतरता जाय या उतरा हुआ स्वर।

संगीतज्ञ शिष्य को अवरोही समझा रहे थे।
अवरोही, अवरोही स्वर

ଅର୍ଥ : କୌଣସିର ବସ୍ତୁର ରୂପ ତଥା ଗୁଣର କ୍ରମଶଃ ଅବତରଣ ପ୍ରଦର୍ଶିତ କରୁଥିବା ଗୋଟିଏ କାବ୍ୟାଳଂକାର

ଉଦାହରଣ : ଏହି ପଂକ୍ତି ସବୁ ଅବରୋହର ଏକ ଉତ୍ତମ ଉଦାହରଣ


ଅନ୍ୟ ଭାଷାରେ ଅନୁବାଦ :

एक काव्यालंकार जिसमें किसी वस्तु के रूप तथा गुण का क्रमशः अवतरण प्रदर्शित किया जाता है।

ये पंक्तियाँ अवरोह का एक अच्छा उदाहरण हैं।
अवरोह

ଅର୍ଥ : ଜୈନ ମତାନୁସାରେ ଶେଷ ସମୟରେ ଯେତେବେଳେ ରୂପାଦିର କ୍ରମଶଃ ହ୍ରାସ ଘଟେ

ଉଦାହରଣ : ଜୈନ ମତାନୁସାରେ ଅବରୋହ କାଳରେ ମନୁଷ୍ୟ ନିକଟରେ ଆତ୍ମଶୁଦ୍ଧି ନିମନ୍ତେ ସମୟ ରହିବ ନାହିଁ

ସମକକ୍ଷ : ଅବତରଣ, ଅବସର୍ପୀଣୀ


ଅନ୍ୟ ଭାଷାରେ ଅନୁବାଦ :

जैन मतानुसार उतार का समय जिसमें रूपादि का क्रमशः ह्रास होता है।

जैन मतानुसार अवसर्पिणी में मनुष्य के पास आत्मशुद्धि के लिए समय नहीं होता है।
अवरोह, अवसर्पिणी, विरोह, विवर्त्त