ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବମୂଲ୍ୟାୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବମୂଲ୍ୟାୟନ   ବିଶେଷ୍ୟ

ଅର୍ଥ : ଟଙ୍କାଆଦି ବିନିମୟରେ ମୂଲ୍ୟ ବା ଦର କମ କରିବାର କ୍ରିୟା

ଉଦାହରଣ : ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି


ଅନ୍ୟ ଭାଷାରେ ଅନୁବାଦ :

विनिमय के सिक्कों आदि का मूल्य अथवा दर घटाकर कम करने की क्रिया।

दिनों-दिन रुपये का अवमूल्यन हो रहा है।
अवमूल्यन

An official lowering of a nation's currency. A decrease in the value of a country's currency relative to that of foreign countries.

devaluation