ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଧାରଣୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଧାରଣୀୟ   ବିଶେଷଣ

ଅର୍ଥ : ଯାହାର ଅବଧାରଣ ହୋଇପାରେ ଅଥବା ଯାହା ଅବଧାରଣ କରିବା ଯୋଗ୍ୟ

ଉଦାହରଣ : ଭୋଗବାଦୀ ସଂସ୍କୃତିର ଅବଧାରଣୀୟ ଅବସ୍ଥାରେ କୁରୂପ ଛପିରହିଛି


ଅନ୍ୟ ଭାଷାରେ ଅନୁବାଦ :

जिसका अवधारण हो सके अथवा जो अवधारण किये जाने के योग्य हो।

भोगवादी संस्कृति की अवधारणीय अवस्था में कुरूपता छिपी रहती है।
अवधारणीय, अवधार्य, अवधार्य्य