ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରଧାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରଧାନ   ବିଶେଷଣ

ଅର୍ଥ : ଯାହା ମୂଳ ବା ପ୍ରାଥମିକ ସହ ନିର୍ଭରଶୀଳ ବା ତା ସହିତ ସମ୍ବନ୍ଧିତ

ଉଦାହରଣ : ଗୌଣ ସଂକ୍ରମଣ ମଧ୍ୟ ଜୀବନ ନେଇପାରେ

ସମକକ୍ଷ : ଗୌଣ


ଅନ୍ୟ ଭାଷାରେ ଅନୁବାଦ :

* जो मूल या प्राथमिक पर निर्भर हो या उससे संबंधित हो।

गौण संक्रमण जानलेवा भी हो सकता है।
अप्रधान, गौण

Depending on or incidental to what is original or primary.

A secondary infection.
secondary

ଅର୍ଥ : ଯାହା ବାକ୍ୟ ରଚନା ଦୃଷ୍ଟିରୁ ଅପୂର୍ଣ୍ଣ

ଉଦାହରଣ : ଯୌଗିକ ବାକ୍ୟରେ ଗୋଟିଏ ବା କେତେକ ଗୌଣ ଖଣ୍ଡବାକ୍ୟ ରହିଥାଏ

ସମକକ୍ଷ : ଗୌଣ


ଅନ୍ୟ ଭାଷାରେ ଅନୁବାଦ :

जो वाक्य रचना की दृष्टि से अपूर्ण हो।

यौगिक वाक्य में एक या कई गौण उपवाक्य हो सकते हैं।
गौण

(of a clause) unable to stand alone syntactically as a complete sentence.

A subordinate (or dependent) clause functions as a noun or adjective or adverb within a sentence.
dependent, subordinate

ଅର୍ଥ : ଯେ ପ୍ରଧାନ ନୁହେଁ

ଉଦାହରଣ : ଗୌଣ ବିଷୟ ଉପରେ ଚର୍ଚ୍ଚା କରିବା ଜରୁରୀ ନୁହେଁ

ସମକକ୍ଷ : ଅପ୍ରମୁଖ, ଗୌଣ, ସାମାନ୍ୟ


ଅନ୍ୟ ଭାଷାରେ ଅନୁବାଦ :

जो प्रधान न हो।

अप्रधान विषयों पर चर्चा करना जरूरी नहीं है।
अप्रधान, अप्रमुख, अमुख्य, आनुषंगिक, आनुषङ्गिक, गौण

Not of major importance.

Played a secondary role in world events.
secondary