ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରତିଭା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରତିଭା   ବିଶେଷ୍ୟ

ଅର୍ଥ : ନ୍ୟାୟ ଅନୁସାରେ ଯେଉଁ ନିଗ୍ରହ ସ୍ଥାନ ବା ଅବସ୍ଥାରେ ଉତ୍ତର ଦେଉଥିବା ପକ୍ଷ ଅପରପକ୍ଷର ଉତ୍ତର ନ ଦେଇପାରେ

ଉଦାହରଣ : ଅପ୍ରତିଭା ଯୋଗୁଁ ଶୁଣାଣି ବନ୍ଦ ହେଲା


ଅନ୍ୟ ଭାଷାରେ ଅନୁବାଦ :

न्यायानुसार वह निग्रह स्थान या अवस्था जहाँ उत्तर देने वाले पक्ष का दूसरे पक्ष वाले उत्तर न दे सकें।

अप्रतिभा आते ही सुनवाई रुक गई।
अप्रतिभा

ଅର୍ଥ : ପ୍ରତିଭାର ଅଭାବ

ଉଦାହରଣ : ତାଠାରେ ସମ୍ପନ୍ନତା ଓ ପ୍ରତିଭାହୀନତାର ବିଲକ୍ଷଣ ମେଳ ରହିଛି

ସମକକ୍ଷ : ପ୍ରତିଭାହୀନତା


ଅନ୍ୟ ଭାଷାରେ ଅନୁବାଦ :

प्रतिभा का अभाव।

उसमें संपन्नता और अप्रतिभा का विलक्षण मेल है।
अप्रतिभा

A lack of talent.

talentlessness