ଅର୍ଥ : ପ୍ରତିଶୋଧର ଅଭାବ
ଉଦାହରଣ :
ପ୍ରତିଶୋଧହୀନତାରୁ ଶାନ୍ତି ମିଳେ
ସମକକ୍ଷ : ପ୍ରତିଶୋଧହୀନତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉପାୟ ବା ଉଦ୍ୟମର ଅଭାବ
ଉଦାହରଣ :
ପ୍ରତିକାରହୀନ ସ୍ଥିତିରେ ସବୁକିଛି ଭାଗ୍ୟ ଉପରେ ଛାଡ଼ିଦେବା ହିଁ ଉଚିତ
ସମକକ୍ଷ : ଉପଶମହୀନ, ନିବାରଣହୀନ, ପ୍ରତିକାରହୀନ
ଅନ୍ୟ ଭାଷାରେ ଅନୁବାଦ :