ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପୁତ୍ରିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପୁତ୍ରିକ   ବିଶେଷ୍ୟ

ଅର୍ଥ : ପୁତ୍ରହୀନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଜମୀଲା ଅପୁତ୍ରିକ ଦୁଃଖ ସହିପାରିଲା ନାହିଁ

ସମକକ୍ଷ : ପୁତ୍ରହୀନ


ଅନ୍ୟ ଭାଷାରେ ଅନୁବାଦ :

पुत्रहीन होने की अवस्था या भाव।

जमीला निपूतता का दुख सह न सकी।
अपुत्रता, निपूतता, पुत्ररहितता

ଅର୍ଥ : ଯେଉଁ ବ୍ୟକ୍ତିର ପୁତ୍ର ନ ଥାଏ

ଉଦାହରଣ : ଅପୁତ୍ରିକ ପୁତ୍ର ଇଚ୍ଛାରେ ଦ୍ୱିତୀୟ ବିବାହ କଲା

ସମକକ୍ଷ : ଆଣ୍ଢୁକୁଡ଼ା, ପୁତ୍ରହୀନ


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जिसके बेटे न हों।

निपूता ने पुत्र लालसा से दूसरा ब्याह रचाया।
अपुत्र, अपुत्रक, अपूत, निपूत, निपूता

ଅପୁତ୍ରିକ   ବିଶେଷଣ

ଅର୍ଥ : ଯାହାର ପୁଅ ନାହିଁ (ସ୍ତ୍ରୀ)

ଉଦାହରଣ : ସେମାନେ ତାଙ୍କ ଅପୁତ୍ରିକ ବୋହୂର ବଞ୍ଚିବା କଷ୍ଟକର କରି ଦେଲେଣି

ସମକକ୍ଷ : ପୁତ୍ରହୀନ


ଅନ୍ୟ ଭାଷାରେ ଅନୁବାଦ :

जिसे पुत्र न हो (स्त्री)।

उन्होंने अपनी निपूती बहू का जीना हराम कर दिया है।
अपूती, निपूती, पुत्रहीन, विपुत्रा

ଅର୍ଥ : ଯେଉଁ(ପୁରୁଷ)ର ପୁତ୍ର ନାହିଁ

ଉଦାହରଣ : ଆମର ପୁତ୍ରହୀନ ପଡ଼ୋଶୀ ବହୁତ ଦୁଃଖୀ ରହୁଛନ୍ତି

ସମକକ୍ଷ : ପୁତ୍ରହୀନ


ଅନ୍ୟ ଭାଷାରେ ଅନୁବାଦ :

जिसे पुत्र न हो (पुरुष)।

हमारा निपुता पड़ोसी बहुत दुखी रहता है।
अपूत, निपूत, निपूता, पुत्ररहित, पुत्रहीन, विपुत्र