ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପିଲ୍‌ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପିଲ୍‌ କରିବା   କ୍ରିୟାପଦ

ଅର୍ଥ : ଅତ୍ୟାଚାର,ଦୁଃଖଆଦିରୁ ରକ୍ଷା ନିମନ୍ତେ ଡାକ ପକାଇବା

ଉଦାହରଣ : ସେ ନିଜ ଦଣ୍ଡ କମ୍‌ କରିବା ନିମନ୍ତେ ରାଷ୍ଟ୍ରପତିଙ୍କୁ ଗୁହାରି କଲା

ସମକକ୍ଷ : ଗୁହାରି କରିବା, ନିବେଦନ କରିବା


ଅନ୍ୟ ଭାଷାରେ ଅନୁବାଦ :

अत्याचार,दुख आदि से रक्षा के लिए पुकार मचाना।

उसने अपनी सज़ा कम कराने के लिए राष्ट्रपति से फ़रियाद की।
अपील करना, गुहार करना, गुहारना, दुहाई देना, फ़रियाद करना