ଅର୍ଥ : ସାଂଖ୍ୟ ଶାସ୍ତ୍ର ଅନୁସାରେ ଧନ ଉପାର୍ଜନର ପରିଶ୍ରମ ଓ ନିନ୍ଦାରୁ ଅବ୍ୟାହତି ଯୋଗୁଁ ହିଁ ଯେଉଁ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ
ଉଦାହରଣ :
ଲକ୍ଷ ପ୍ରଯତ୍ନ ବି ତାଙ୍କୁ ଅପାର ପ୍ରଦାନ କରି ନପାରେ
ଅନ୍ୟ ଭାଷାରେ ଅନୁବାଦ :
सांख्यशास्त्रानुसार वह तुष्टि जो धनोपार्जन के परिश्रम और निंदा से छुटकारा पाने पर होती है।
लक्ष प्रयत्न भी उन्हें अपार प्रदान न कर सके।ଅର୍ଥ : ଯାହାର ସୀମା ନାହିଁ
ଉଦାହରଣ :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
ସମକକ୍ଷ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅମାପ, ଅମୀତ, ଅସୀମ, ଅସୀମିତ, ସୀମାହୀନ
ଅନ୍ୟ ଭାଷାରେ ଅନୁବାଦ :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।ଅର୍ଥ : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ
ଉଦାହରଣ :
ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :