ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପସୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପସୃତ   ବିଶେଷଣ

ଅର୍ଥ : ଯେ ନିଜ ପତି ବା ପତ୍ନୀକୁ ଛାଡ଼ି ଦେଇଛି ଓ ତାର ଦେଖାଚାହାଁ କରିବା ମଧ୍ୟ ବନ୍ଦ କରିଛି

ଉଦାହରଣ : ତାକୁ ଅପସୃତ ବ୍ୟକ୍ତିଠାରୁ ନିଜ ଅଧିକାର ଅବଶ୍ୟ ମାଗିବା ଆବଶ୍ୟକ୤


ଅନ୍ୟ ଭାଷାରେ ଅନୁବାଦ :

जिसने अपने पति या पत्नी को छोड़ दिया हो और उसकी देखभाल भी छोड़ दी हो।

उसे अपसृत व्यक्ति से अपना अधिकार अवश्य माँगना चाहिए।
अपसृत

ଅର୍ଥ : ଯାହା କାହାଠାରୁ ବାହାର କରାଯାଇ ଅଲଗା କରାଯାଇଛି

ଉଦାହରଣ : ଅପସୃତ ଅନ୍ନକୁ ଦାନ କରି ଦିଅନ୍ତୁ


ଅନ୍ୟ ଭାଷାରେ ଅନୁବାଦ :

जो कहीं से निकालकर विलग किया गया हो।

अपसृत अन्न को दान कर दीजिए।
अपसृत