ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପକ୍ୱକଳୁଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପକ୍ୱକଳୁଷ   ବିଶେଷ୍ୟ

ଅର୍ଥ : ସଂସାରରେ ବାରଂବାର ଜନ୍ମ ନେଉଥିବା ବଦ୍ଧଜୀବ

ଉଦାହରଣ : ଅପକ୍ୱକଳୁଷକୁ ମୋକ୍ଷ ପ୍ରାପ୍ତ କରିବାର ଉପାୟ କରିବା ଉଚିତ


ଅନ୍ୟ ଭାଷାରେ ଅନୁବାଦ :

वह बद्धजीव जो संसार में बारबार जन्म लेता है।

अपक्वकलुष को मोक्ष प्राप्त करने का उपाय करना चाहिए।
अपक्वकलुष

ଅର୍ଥ : ଶୈବ ଦର୍ଶନରେ ସକଳଙ୍କର ଦୁଇ ବିଭାଗରୁ ଏକ

ଉଦାହରଣ : ତାନ୍ତ୍ରିକଙ୍କୁ ଅପକ୍ୱକଳୁଷର ଭଲ ଜ୍ଞାନ ଅଛି


ଅନ୍ୟ ଭାଷାରେ ଅନୁବାଦ :

शैव दर्शन में सकल के दो भेदों में से एक।

तांत्रिक को अपक्वकलुष की अच्छी जानकारी है।
अपक्वकलुष