ଅର୍ଥ : ନ୍ୟାୟହୀନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ରାଜାଙ୍କ ଅନ୍ୟାୟଯୋଗୁଁ ଜଣେ ନିର୍ଦ୍ଦୋଷବ୍ୟକ୍ତିର ପ୍ରାଣଗଲା
ସମକକ୍ଷ : ନ୍ୟାୟହୀନତା
ଅନ୍ୟ ଭାଷାରେ ଅନୁବାଦ :
न्यायहीन होने की अवस्था या भाव।
राजा के अन्याय ने एक निर्दोष की जान ले ली।ଅର୍ଥ : ଅନ୍ୟସହିତ ବଳପୂର୍ବକ କରାଯାଉଥିବା ଅନୁଚିତ କିମ୍ବା କଷ୍ଟଦାୟକ ବ୍ୟବହାର
ଉଦାହରଣ :
ଭାରତୀୟମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ
ସମକକ୍ଷ : ଅତ୍ୟାଚାର, ଅନାଚାର, ଜୁଲୁମ୍
ଅନ୍ୟ ଭାଷାରେ ଅନୁବାଦ :
दूसरों के साथ बलपूर्वक किया जानेवाला वह अनुचित व्यवहार जिससे उन्हें बहुत कष्ट हो।
भारतीय जनता पर अँग्रेज़ों ने बहुत ही अत्याचार किए।Cruel or inhumane treatment.
The child showed signs of physical abuse.ଅର୍ଥ : ଯାହା ବିଧି, କାନୁନଆଦିର ବିରୁଦ୍ଧ
ଉଦାହରଣ :
ସେ ଅନ୍ୟାୟ କାମ କଲାବେଳେ ଧରା ପଡ଼ିଲା
ସମକକ୍ଷ : ଅବିଧିମାନ୍ୟ, ଅବୈଧାନିକ, ନିୟମବିରୁଦ୍ଧ, ବିଧିବିରୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
विधि, विधान आदि के विरुद्ध।
वह अवैध कार्य करते हुए पकड़ा गया।