ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ଧ୍ରଭୃତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ଧ୍ରଭୃତ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରାଚୀନ ରାଜବଂଶ ମଗଧର ଶେଷ ରାଜା ପୁଲୋମଙ୍କର ଗଙ୍ଗାରେ ବୁଡି ମରିବା ପରେ ରାଜ୍ୟ ପରିଚାଳନା କରିଥିଲେ

ଉଦାହରଣ : ରାଜା ପୁଲୋମଙ୍କର ପରେ ମଗଧ ରାଜ୍ୟର ପରିଚାଳନା ରାମଦେବ, ପ୍ରତାପଚନ୍ଦ୍ର ଆଦି ସେନାପତିମାନେ କରିଥିଲେ ଯେଉଁକାରଣରୁ ଏହାକୁ ସେନାପତିମାନଙ୍କର ବଂଶ ବା ଅନ୍ଧ୍ରମୃତ୍ୟ ବୋଲି କୁହାଯାଏ


ଅନ୍ୟ ଭାଷାରେ ଅନୁବାଦ :

एक प्राचीन राजवंश जिसने मगध के अंतिम राजा पुलोम के गंगा में डूब मरने के बाद राज्य का संचालन किया।

राजा पुलोम के बाद मगध राज्य का संचालन रामदेव, प्रतापचंद्र आदि सेनापतियों ने किया जिसके कारण यह सेनापतियों का वंश या अंध्रभृत्य कहलाता है।
अंध्र भृत्य, अंध्र-भृत्य, अंध्रभृत्य

A sequence of powerful leaders in the same family.

dynasty