ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତର୍ଲୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତର୍ଲୀନ   ବିଶେଷଣ

ଅର୍ଥ : ଲୁଚି ହୋଇଥିବା

ଉଦାହରଣ : ବୈଜ୍ଞାନିକ ଜଳ ବିଲୀନ ତତ୍ୱର ଅନ୍ୱେଷଣ କରୁଛନ୍ତି

ସମକକ୍ଷ : ବିଲୀନ


ଅନ୍ୟ ଭାଷାରେ ଅନୁବାଦ :

छिपा हुआ।

वैज्ञानिक जल-विलीन तत्वों की खोज कर रहे हैं।
अंतर्लीन, अन्तर्लीन, विलीन

ଅର୍ଥ : ଯିଏ କୌଣସି କାର୍ଯ୍ୟ ବା ବିଷୟରେ ସମ୍ପୂର୍ଣ୍ଣ ଭାବେ ଲୀନ ହେଇଯାଇଥାଏ ବା ପୂରା ଲାଗିଯାଇଥାଏ

ଉଦାହରଣ : ସେ ପୂଜାରେ ତଲ୍ଲୀନ ହୋଇଯାଇଛନ୍ତି

ସମକକ୍ଷ : ଅଭିନିବିଷ୍ଟ, ତନ୍ମୟ, ତଲ୍ଲୀନ, ନିମଗ୍ନ, ମଗ୍ନ, ମସଗୁଲ୍‌, ଲୀନ


ଅନ୍ୟ ଭାଷାରେ ଅନୁବାଦ :

जो किसी कार्य या विषय में लीन या पूरी तरह से लगा हुआ हो।

पूजा में तल्लीन माताजी किसी तरह का व्यवधान नहीं चाहती।
अंतर्लीन, अनुरक्त, अनुरत, अनुसंरक्त, अन्तर्लीन, अभिनिविष्ट, अवगाहित, डूबा, डूबा हुआ, तदाकार, तन्मय, तल्लीन, दत्तचित्त, निमग्न, निरत, प्रवण, मगन, मग्न, मशग़ूल, मशगूल, मस्त, रत, लिप्त, लीन, विभोर, संसक्त, सन्नद्ध

Giving or marked by complete attention to.

That engrossed look or rapt delight.
Enwrapped in dreams.
So intent on this fantastic...narrative that she hardly stirred.
Rapt with wonder.
Wrapped in thought.
absorbed, captive, engrossed, enwrapped, intent, wrapped

ଅର୍ଥ : ଯାହାର ମୁହଁ ବା ପ୍ରବୃତ୍ତି ଭିତରକୁ ଅର୍ଥାତ୍‌ ଯେ ନିଜର ବିଚାରରେ ସୁଖସନ୍ତୋଷ ଅନୁଭବ କରେ

ଉଦାହରଣ : ସୋହନ ଜଣେ ଅନ୍ତର୍ମୁଖୀ ବ୍ୟକ୍ତି

ସମକକ୍ଷ : ଅନ୍ତରାଭିମୁଖୀ, ଅନ୍ତର୍ମୁଖୀ, ଆତ୍ମାଭିମୁଖୀ


ଅନ୍ୟ ଭାଷାରେ ଅନୁବାଦ :

जिसका मुख या प्रवृत्ति अंदर की ओर हो, अर्थात् जो अपने ही विचारों में सुख-संतोष का अनुभव करता हो।

सोहन एक अंतर्मुखी व्यक्ति है।
अंतराभिमुखी, अंतर्मनस्क, अंतर्मुखी, अंतर्लीन, अन्तराभिमुखी, अन्तर्मनस्क, अन्तर्मुखी, अन्तर्लीन, आत्माभिमुखी

Given to examining own sensory and perceptual experiences.

introspective, introverted, self-examining