ଅର୍ଥ : ଯେ ନିଜର ନିରୀକ୍ଷଣ କରେ
ଉଦାହରଣ :
ଆତ୍ମନିରୀକ୍ଷକ ବ୍ୟକ୍ତି ଆତ୍ମନିରୀକ୍ଷଣଦ୍ୱାରା ସବୁବେଳେ ନିଜର ଦୁର୍ବଳତାକୁ ଦୂର କରେ
ସମକକ୍ଷ : ଅନ୍ତର୍ଦର୍ଶୀ, ଆତ୍ମଦର୍ଶୀ, ଆତ୍ମନିରୀକ୍ଷକ
ଅନ୍ୟ ଭାଷାରେ ଅନୁବାଦ :
जो स्वयं का निरीक्षण करता हो।
आत्मनिरीक्षक व्यक्ति आत्मनिरीक्षण द्वारा बराबर अपनी कमियों को दूर करता है।