ଅର୍ଥ : ଏକରୁ ଅଧିକ ଜାତି ସହିତ ସମ୍ବନ୍ଧିତ
ଉଦାହରଣ :
ଆଜିକାଲି ଅନ୍ତର୍ଜାତୀୟ ବିବାହକୁ ଅଗ୍ରାଧିକାର ମିଳିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକରୁ ଅଧିକ ରାଷ୍ଟ୍ର ବା ଦେଶମାନଙ୍କର ସମ୍ବନ୍ଧ
ଉଦାହରଣ :
ଭାରତ ଅନ୍ତର୍ଜାତୀୟ ବ୍ୟାପାରକୁ ଉତ୍ସାହିତ କରୁଛି
ସମକକ୍ଷ : ଅନ୍ତରାଷ୍ଟ୍ରୀୟ, ଅନ୍ତର୍ଦେଶୀୟ, ଆନ୍ତର୍ଜାତିକ