ଅର୍ଥ : ବହୁତ ଦୂର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଚାଲିଯାଇଥିବା ପୃଥିବୀର ସେହି ଅଂଶ
ଉଦାହରଣ :
ଉତ୍ତମାଶା ଅନ୍ତରୀପ କେପ୍ଟାଉନର ପଶ୍ଚିମରେ ଅବସ୍ଥିତ
ସମକକ୍ଷ : ଅଂତରୀପ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚାରିପାଖ ଜଳଦ୍ୱାରା ଘେରାହୋଇଥିବା ସ୍ଥଳ ବା ଜମି ଯାହା ମହାଦ୍ୱୀପ ଠାରୁ ଛୋଟ
ଉଦାହରଣ :
ସମୁଦ୍ରରେ ବହୁ ଛୋଟ ବଡ଼ ଦ୍ୱୀପ ଅଛି
ଅନ୍ୟ ଭାଷାରେ ଅନୁବାଦ :
A land mass (smaller than a continent) that is surrounded by water.
island