ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମନର ସେହି ଶକ୍ତି ଯାହାଦ୍ୱାରା ଭଲମନ୍ଦର ସଠିକ୍ ଓ ସ୍ପଷ୍ଟ ଜ୍ଞାନ ମିଳେ
ଉଦାହରଣ : ଅନ୍ତରାତ୍ମାରୁ ବାହାରିଥିବା କଥା ସତ ହୁଏ
ସମକକ୍ଷ : ଅନ୍ତଃକରଣ, ଅନ୍ତରାତ୍ମା, ଅନ୍ତର୍ମନ, ହୃଦୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
शरीर की वह आंतरिक अमूर्त सत्ता जिसमें भले-बुरे का ठीक और स्पष्ट ज्ञान होता है।
The locus of feelings and intuitions.
ସଂସ୍ଥାପନ କରନ୍ତୁ