ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁର୍ବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁର୍ବର   ବିଶେଷଣ

ଅର୍ଥ : ଯେଉଁ ଜମି ଉର୍ବର ନୁହେଁ ବା ଯାହାର ଉର୍ବରତା ଶକ୍ତି ନଥାଏ

ଉଦାହରଣ : ରାମର କଠିନ ପରିଶ୍ରମ ଯୋଗୁଁ ଆଜି ଅନୁର୍ବର ଜମିରେ ଫସଲର ଲହଡି ଭାଙ୍ଗୁଛି

ସମକକ୍ଷ : ଟାଁଆରା, ଟାଙ୍ଗଣ, ଟାଙ୍ଗରା


ଅନ୍ୟ ଭାଷାରେ ଅନୁବାଦ :

जो उर्वर न हो या जिसमें उर्वरा शक्ति न हो (जमीन)।

राम के कठिन परिश्रम से आज अनउपजाऊ रेतीली ज़मीन में फसल लहरा रही है।
अनउपजाऊ, अनुर्वर, निटर