ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ଅନୁଭବ ବା ସାକ୍ଷାତ ଜ୍ଞାନ ହୋଇଛି
ଉଦାହରଣ : କୌଣସି ଅନୁଭୂତ ଘଟଣା ଉପରେ ନିବଂଧ ଲେଖନ୍ତୁ ତା ମୁଣ୍ଡରେ ଯନ୍ତ୍ରଣା ଅନୁଭୂତ ହେଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसका अनुभव या साक्षात् ज्ञान हुआ हो।
Detected by means of the senses.
ଅର୍ଥ : ଯାହା ଆଡକୁ ଲକ୍ଷ କରାଯାଇଛି
ଉଦାହରଣ : ଏହାର ଲକ୍ଷିତ ଉଦ୍ଦେଶ୍ୟ କଣ?
ସମକକ୍ଷ : ଉଦ୍ଦିଷ୍ଟ, ଦୃଷ୍ଟ, ଲକ୍ଷିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसकी ओर लक्ष्य किया गया हो।
ସଂସ୍ଥାପନ କରନ୍ତୁ