ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଭକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଭକ୍ତ   ବିଶେଷଣ

ଅର୍ଥ : ସବୁ ଲୋକଙ୍କୁ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଙ୍କର ଅଂଶ ବା ଭାଗ ରୂପରେ ଯାହା ଦିଆଯାଏ

ଉଦାହରଣ : ତାଙ୍କ ପରିବାରକୁ ମିଳୁଥିବା ଅନୁଭକ୍ତ ଜିନିଷ ଯଥେଷ୍ଟ ନୁହେଁ


ଅନ୍ୟ ଭାଷାରେ ଅନୁବାଦ :

जो सब लोगों को उनकी आवश्यकता को दृष्टि में रखते हुए उनके अंश या हिस्से के रूप में दिया गया हो।

उनके परिवार को मिलने वाला अनुभक्त सामग्री पर्याप्त नहीं है।
अनुभक्त