ଅର୍ଥ : କାହା ଦେହରେ ପ୍ରାଣ ପୂରାଇବା ବା ଜୀବନ ସଂଚାର କରିବାର କ୍ରିୟା
ଉଦାହରଣ :
ତାଙ୍କ ଅନୁପ୍ରାଣନରେ ବାଘ ଜୀବିତ ହୋଇ ତାଙ୍କୁ ଖାଇଗଲା
ସମକକ୍ଷ : ସଂଜୀବନୀ କ୍ରିୟା
ଅନ୍ୟ ଭାଷାରେ ଅନୁବାଦ :
किसी में प्राण डालने या जीवन का संचार करने की क्रिया।
उसके अनुप्राणन से शेर जीवित हो उसे खा गया।