ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁତ୍ତରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁତ୍ତରିତ   ବିଶେଷ୍ୟ

ଅର୍ଥ : ଜୈନ ଦେବତାମାନଙ୍କ ମଧ୍ୟରେ ଏକ ପ୍ରକାର

ଉଦାହରଣ : ଜୈନ ମହାତ୍ମା ଅନୁତ୍ତରିତଙ୍କ ବିଷୟରେ ବିସ୍ତୃତ ଭାବେ କହୁଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

जैन देवताओं का एक भेद।

जैनी महात्मा अनुत्तरित के बारे में विस्तार से बता रहे हैं।
अनुत्तरित

Any supernatural being worshipped as controlling some part of the world or some aspect of life or who is the personification of a force.

deity, divinity, god, immortal

ଅନୁତ୍ତରିତ   ବିଶେଷଣ

ଅର୍ଥ : ଯାହାର ଉତ୍ତର ଦିଆଯାଇନାହିଁ

ଉଦାହରଣ : ଏହି ହତ୍ୟା ସହ ସମ୍ବନ୍ଧିତ ଅନେକ ପ୍ରଶ୍ନ ଅନୁତ୍ତରିତ ରହିଗଲା


ଅନ୍ୟ ଭାଷାରେ ଅନୁବାଦ :

जिसका उत्तर न दिया गया हो।

इस हत्या से संबंधित बहुत सारे प्रश्न अनुत्तरित ही रह गए।
अनुत्तरित

Not returned in kind.

Unrequited (unanswered) love.
unanswered, unreciprocated, unrequited