ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଜ ଭୁଲ୍ ଅନୁଭୂତ ହେଲାପରେ ମନକୁ ଆସୁଥିବା ଖେଦ ବା ଗ୍ଲାନି
ଉଦାହରଣ : ମୋର ଅବଶୋଷ ହେଲା ଯେ ମୁଁ ବାପାଙ୍କ କଥା ମାନିଲି ନାହିଁ ସେ ନିଜ କର୍ମପାଇଁ ପଶ୍ଚାତାପ କରିବା ଉଚିତ୍
ସମକକ୍ଷ : ଅନୁଶୋଚନା, ଅବଶୋଷ, ପଶ୍ଚାତାପ, ମନସ୍ତାପ
ଅନ୍ୟ ଭାଷାରେ ଅନୁବାଦ :हिन्दी English
अपनी गलती का एहसास होने पर मन में होने वाला दुःख।
A feeling of deep regret (usually for some misdeed).
ଅର୍ଥ : କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ
ଉଦାହରଣ : ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ
ସମକକ୍ଷ : ଅବଶୋଷ, କ୍ଷୋଭ, ଖେଦ, ଗ୍ଲାନି, ଦୁଃଖ
किसी उचित, आवश्यक या प्रिय बात के न होने पर मन में होनेवाला दुख।
ସଂସ୍ଥାପନ କରନ୍ତୁ