ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଜା   ବିଶେଷ୍ୟ

ଅର୍ଥ : ବୟସରେ ଛୋଟ ହୋଇଥିବା ଭଉଣୀ

ଉଦାହରଣ : ମୋ ଛୋଟ ଭଉଣୀ ପାଠପଢ଼ାରେ ଆଗୁଆ

ସମକକ୍ଷ : ଛୋଟ ଭଉଣୀ, ସାନ ଭଉଣୀ


ଅନ୍ୟ ଭାଷାରେ ଅନୁବାଦ :

वह बहन जो उम्र में छोटी हो।

मेरी छोटी बहन पढ़ने में बहुत ही तेज़ है।
अनुजन्मा, अनुजा, अनुजाता, छोटी बहन

A younger sister.

little sister

ଅର୍ଥ : ଏକ ଅର୍ଥାଳଙ୍କାର

ଉଦାହରଣ : ଅନୁଜାରେ କୌଣସି ଦୂଷିତ ବସ୍ତୁରେ କୌଣସି ଗୁଣ ଦେଖି ତାହାକୁ ପାଇବା ପାଇଁ ଆକାଂକ୍ଷା ପ୍ରଦର୍ଶନ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

एक अर्थालंकार।

अनुज्ञा में किसी दूषित वस्तु में कोई गुण देखकर उसे प्राप्त करने की आकांक्षा प्रदर्शित की जाती है।
अनुज्ञा