ଅର୍ଥ : କୌଣସି ସମ୍ଭ୍ରାନ୍ତ ବ୍ୟକ୍ତି,ରାଜା ଆଦିଙ୍କ ସହିତ ରହୁଥିବା ବା ଆଗପଛରେ ଚାଲୁଥିବା ଲୋକ
ଉଦାହରଣ :
ନବାବଙ୍କ ସାମ୍ଭ୍ରାନ୍ତ୍ୟ ଚାଲିଗଲା ପରେ ଅନୁଚରବର୍ଗ ବି ଛାଡି ଚାଲିଗଲେ
ଅନ୍ୟ ଭାଷାରେ ଅନୁବାଦ :
किसी रईस, राजा आदि के साथ रहने या आगे-पीछे चलने वाले लोग।
नवाब की रईसी जाते ही परिवार भी छोड़कर चले गए।ଅର୍ଥ : କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଅନୁକରଣ ବା ସେବା କରୁଥିବା ବର୍ଗ ବା ଦଳ
ଉଦାହରଣ :
ମହାତ୍ମା ନିଜର ଅନୁଚରଗଣଙ୍କୁ କିଛି ଉପଦେଶ ଦେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह वर्ग या दल जो किसी महत्त्वपूर्ण व्यक्ति का अनुकरण और सेवा करे।
महात्माजी अपने अनुचरगण को कुछ सुझाव दे रहे हैं।