ଅର୍ଥ : ନିୟନ୍ତ୍ରଣର ଅଭାବ
ଉଦାହରଣ :
ଅନିୟନ୍ତ୍ରଣ କାରଣ ଯୋଗୁଁ ପିଲାଟି ବିଗିଡ଼ି ଗଲା
ସମକକ୍ଷ : ନିୟନ୍ତ୍ରଣ ହୀନତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିୟନ୍ତ୍ରଣହୀନ ହେବା ଅବସ୍ଥା ବା ଭାବ
ଉଦାହରଣ :
ନିୟନ୍ତ୍ରଣହୀନତା ଯୋଗୁଁ ସମାଜରେ ଅରାଜକତା ବ୍ୟାପି ଯାଉଛି
ସମକକ୍ଷ : ଢିଲା ପଣିଆ, ନିୟନ୍ତ୍ରଣହୀନତା
ଅନ୍ୟ ଭାଷାରେ ଅନୁବାଦ :
नियंत्रणहीन होने की अवस्था या भाव।
नियंत्रणहीनता से समाज में अराजकता फैल जाती है।