ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନଧିକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନଧିକାର   କ୍ରିୟା ବିଶେଷଣ

ଅର୍ଥ : ଅଧିକାରହୀନ ହୋଇ ବା ବିନା ଅଧିକାରରେ

ଉଦାହରଣ : କୌଣସି ଅନଧିକାର କାମ କରନାହିଁ


ଅନ୍ୟ ଭାଷାରେ ଅନୁବାଦ :

अधिकारहीन होकर या बिना अधिकार के।

अधिकारहीनतः कोई काम न करें।
अधिकारहीनतः

ଅନଧିକାର   ବିଶେଷଣ

ଅର୍ଥ : ଅଧିକାର ବିନା

ଉଦାହରଣ : ଆପଣ ଆମକୁ ଅଲଗା କରିବା ପାଇଁ ଅନଧିକାର ଚେଷ୍ଟା କରନ୍ତୁ ନାହିଁ

ସମକକ୍ଷ : ଅଧିକାରଶୂନ୍ୟ, ସ୍ୱତ୍ୱହୀନ


ଅନ୍ୟ ଭାଷାରେ ଅନୁବାଦ :

जिसके लिए अधिकार न दिया गया हो या अधिकार रहित।

आप हमें अलग करने की अनधिकृत चेष्टा न करें।
अधिकारशून्य, अनधिकार, अनधिकृत, अप्रमाणिक, स्वत्वहीन

Not endowed with authority.

unauthorised, unauthorized