ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧ୍ୟାୟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧ୍ୟାୟୀ   ବିଶେଷଣ

ଅର୍ଥ : ପଢ଼ାଲେଖାରେ ଲାଗିରହିବା

ଉଦାହରଣ : ଅଧ୍ୟାୟୀ ଛାତ୍ରର ଅଧ୍ୟୟନରେ ଦୟାକରି ବ୍ୟବଧାନ କରନ୍ତୁ ନାହିଁ

ସମକକ୍ଷ : ପଠନରତ, ପଢ଼ୁଆ


ଅନ୍ୟ ଭାଷାରେ ଅନୁବାଦ :

पढ़ने-लिखने में लगा हुआ।

कृपया अध्यायी छात्र के अध्ययन में व्यवधान मत डालिए।
अध्यायी

ଅର୍ଥ : ଅଧ୍ୟୟନ କରିବା ବା ପଢିବା ବ୍ୟକ୍ତି

ଉଦାହରଣ : ଅଧ୍ୟାୟୀ ଛାତ୍ର କେବେ ଫେଲ ହେବେନାହିଁ

ସମକକ୍ଷ : ପଠନରତ, ପଢୁଆ


ଅନ୍ୟ ଭାଷାରେ ଅନୁବାଦ :

अध्ययन करने या पढ़ने वाला।

अध्यायी छात्र कभी फेल नहीं होंगे।
अध्यायी