ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଧାଭାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଧାଭାଗ   ବିଶେଷ୍ୟ

ଅର୍ଥ : କୌଣସି ସଂପତ୍ତିରେ ଅଧା ଭାଗୀଦାର

ଉଦାହରଣ : ସେ ତାର ଅଧାଭାଗ ତା ସାନ ଭାଇକୁ ଦେଇ ଦେଲା

ସମକକ୍ଷ : ଅଧାଅଂଶ


ଅନ୍ୟ ଭାଷାରେ ଅନୁବାଦ :

किसी सम्पत्ति में आधी साझेदारी।

उसने अपनी अधियारी अपने छोटे भाई को दे दी।
अधिया, अधियारी

ଅର୍ଥ : ଯେଉଁ ବ୍ୟବସ୍ଥାରେ ଜମିରୁ ଉତ୍ପାଦିତ ଫସଲର ଅଧା ଅଂଶ ଉତ୍ପାଦନକାରୀକୁ ତଥା ଅଧା ମାଲିକ ପାଖକୁ ଯାଏ

ଉଦାହରଣ : ଗାଁରେ କେତେକ ଲୋକ ନିଜ ଜମି ଅଧାଭାଗରେ ଦେଇ ଦିଅନ୍ତି


ଅନ୍ୟ ଭାଷାରେ ଅନୁବାଦ :

वह व्यवस्था जिसमें उपज का आधा हिस्सा उपजानेवाले को तथा आधा मालिक को जाता है।

गाँव में कई लोग अपने खेतों को अधिया पर दे देते हैं।
अधबँटाई, अधिया