ଅର୍ଥ : କୌଣସି ଖେଳାଳି କୌଣସି କାରଣ ବଶତଃ (ଯେପରି ଆଘାତ ବା ଜଖମ ଆଦି କାରଣରୁ) ଖେଳରୁ ବାହାରିଯିବାପରେ ଯେଉଁ ଖେଳାଳି ଖେଳେ
ଉଦାହରଣ :
ଆମ ଦଳରେ ଦୁଇଜଣ ଅତିରିକ୍ତ ଖେଳାଳି ଅଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह खिलाड़ी जो तब खेलता है जब कोई खेलता हुआ खिलाड़ी किसी कारणवश ( जैसे कि चोट,मोच आदि) खेल से बाहर हो जाता है।
हमारे दल में दो पिट्ठू हैं।An athlete who plays only when a starter on the team is replaced.
reserve, second-stringer, substitute