ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତିପାଚିଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତିପାଚିଲା   ବିଶେଷଣ

ଅର୍ଥ : ଯାହା ବହୁତ ପାଚିଲା

ଉଦାହରଣ : ଏହି ଆମ୍ବ ଅତିପାଚିଲା ହୋଇଥିବା କାରଣରୁ ଭାରି ଲୁତୁପୁତୁ ହୋଇଛି

ସମକକ୍ଷ : ଅତିପକ୍ୱ


ଅନ୍ୟ ଭାଷାରେ ଅନୁବାଦ :

जो बहुत पका हो।

यह आम अतिपक्व होने के कारण बहुत ही पिलपिला हो गया है।
अतिपक्व