ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାକୁ ଅତିକ୍ରମଣ କରାଯାଇଛି
ଉଦାହରଣ : ପାକିସ୍ତାନଦ୍ୱାରା ଅତିକ୍ରମିତ କ୍ଷେତ୍ରକୁ ଭାରତ ଯୁଦ୍ଧଦ୍ୱାରା ନିଜ ଅକ୍ତିଆରକୁ ଘେନି ଆଣିଅଛି
ସମକକ୍ଷ : ଅତିକ୍ରମିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसका अतिक्रमण किया गया हो।
ଅର୍ଥ : ଯାହାର ଉଲ୍ଲଂଘନ କରାଯାଇଛି
ଉଦାହରଣ : ଉଲ୍ଲଂଘିତ ନିୟମଗୁଡ଼ିକରେ ସୁଧାର ଆସିବା ଆବଶ୍ୟକ
ସମକକ୍ଷ : ଉଲ୍ଲଂଘିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसका उल्लंघन किया गया हो।
Treated irreverently or sacrilegiously.
ସଂସ୍ଥାପନ କରନ୍ତୁ