ଅର୍ଥ : ଅତ୍ୟଧିକ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
ସମକକ୍ଷ : ଅତ୍ୟଧିକତା, ପ୍ରଚୁରତା, ପ୍ରାଚୁର୍ଯ୍ୟ, ବିପୁଳତା
ଅନ୍ୟ ଭାଷାରେ ଅନୁବାଦ :
The property of being extremely abundant.
The profusion of detail.