ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତର୍କ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତର୍କ୍ୟ   ବିଶେଷଣ

ଅର୍ଥ : ଯାହା ତର୍କ ବାହାରେ ବା ଯେଉଁ ବିଷୟରେ ତର୍କବିତର୍କ ହୋଇନପାରେ

ଉଦାହରଣ : ଈଶ୍ୱର ତର୍କାତୀତ ଅଟନ୍ତି

ସମକକ୍ଷ : ଅପ୍ରତର୍କ୍ୟ, ତର୍କାଗମ୍ୟ, ତର୍କାତୀତ


ଅନ୍ୟ ଭାଷାରେ ଅନୁବାଦ :

जो तर्क से परे हो या जिसके विषय में तर्क-वितर्क न हो सके।

ईश्वर तर्कातीत है।
अतर्क्य, अप्रतर्क्य, तर्कागम्य, तर्कातीत

Against which no argument can be made.

inarguable, unarguable