ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଠାକାଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଠାକାଠି   ବିଶେଷ୍ୟ

ଅର୍ଥ : ଯେଉଁ ବାଉଁଶ ନଳୀରେ ଚଢେଇଆ ପକ୍ଷୀ ଧରିବା ଅଠା ସାଇତି କରି ରଖିଥାଏ

ଉଦାହରଣ : ଚଢେଇଆ ପକ୍ଷୀ ଧରିବାପାଇଁ ଅଠାକାଠିରୁ ଅଠା ବାହାର କରୁଛି

ସମକକ୍ଷ : ଅଠାନଳ


ଅନ୍ୟ ଭାଷାରେ ଅନୁବାଦ :

बहेलियों का बाँस का चोंगा जिसमें वे चिड़िया फँसाने का लासा रखते हैं।

बहेलिया चिड़िया फँसाने के लिए लसौटे से लासा निकाला।
लसौटा

ଅର୍ଥ : ଅଠା ଲାଗିଥିବା ବାଉଁଶ ବାଡ଼ି

ଉଦାହରଣ : ଅଠାକାଠିଦ୍ୱାରା ନଳୁଆ ପକ୍ଷୀଙ୍କୁ ଫାନ୍ଦରେ ପକାଇ ଧରିଥାଏ


ଅନ୍ୟ ଭାଷାରେ ଅନୁବାଦ :

लासा लगी हुई बाँस की लग्गी।

कंपा से चिड़िमार पक्षियों को फँसाकर पकड़ते हैं।
कंपा