ଅର୍ଥ : ସାହିତ୍ୟର ସେହି ମୁଗ୍ଧା ନାୟିକା ଯାହାର ନିଜ ଯୌବନ ଆଗମନର ଜ୍ଞାନ ନଥାଏ
ଉଦାହରଣ :
ଏହି ସାହିତ୍ୟିକ କୃତିରେ ନାୟିକାକୁ ଅଜ୍ଞାତଯୌବନା ରୂପରେ ଚିତ୍ରିତ କରାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
साहित्य में वह मुग्धा नायिका जिसे अपने यौवन के आगमन का ज्ञान न हो।
इस साहित्यिक कृति में नायिका को अज्ञातयौवना के रूप में चित्रित किया गया है।The main good female character in a work of fiction.
heroine