ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଚଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଚଳ   ବିଶେଷ୍ୟ

ଅର୍ଥ : ପ୍ରତ୍ୟୁଷ ନାମକ ବସୁଙ୍କ ପୁତ୍ର

ଉଦାହରଣ : ବାୟୁପୁରାଣରେ ଅଚଳଙ୍କୁ ଦେବର୍ଷିରୂପେ ଗ୍ରହଣ କରାଯାଇଛି


ଅନ୍ୟ ଭାଷାରେ ଅନୁବାଦ :

प्रत्यूष नामक वसु के पुत्र।

वायुपुराण में अचल को देवर्षि माना गया है।
अचल

A deity worshipped by the Hindus.

hindu deity

ଅର୍ଥ : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ

ଉଦାହରଣ : ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ

ସମକକ୍ଷ : ଗିରି, ପର୍ବତ, ପାହାଡ଼, ଭୁଧର, ମହୀଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର


ଅନ୍ୟ ଭାଷାରେ ଅନୁବାଦ :

A land mass that projects well above its surroundings. Higher than a hill.

mount, mountain

ଅଚଳ   ବିଶେଷଣ

ଅର୍ଥ : ଯେଉଁ ସମ୍ପତ୍ତିକୁ ଗୋଟିଏ ଜାଗାରୁ ଉଠାଇ ଅନ୍ୟ ଜାଗାକୁ ନିଆଯାଇପାରିବ ନାହିଁ

ଉଦାହରଣ : ସେ ନିଜର ସବୁ ଅଚଳ ସମ୍ପତ୍ତି ବିକ୍ରି କରିଦେଲେ

ସମକକ୍ଷ : ସ୍ଥାବର


ଅନ୍ୟ ଭାଷାରେ ଅନୁବାଦ :

(सम्पत्ति) जिसे एक स्थान से उठाकर दूसरे स्थान पर न ले जा सकें।

उसने अपनी सारी अचल सम्पत्ति बेच दी।
अचल, गैरमनकूला, स्थावर

(of property) fixed or immovable.

Real property consists of land and buildings.
real

ଅର୍ଥ : ଯେଉଁଥିରେ ଦୋଷ ଅଛି

ଉଦାହରଣ : ଦୋକାନୀ ମୋତେ ଅଚଳ ପଇସା ଫେରାଇଲା

ସମକକ୍ଷ : ଜାଲ, ଜାଲି, ନକଲି


ଅନ୍ୟ ଭାଷାରେ ଅନୁବାଦ :

जिसमें खोट हो।

दुकानदार ने मुझे खोटे पैसे वापस किए।
अखरा, कृत्रिम, खोटा, जाली, नकली, नक़ली, फरजी, फर्जी, फ़रज़ी, फ़र्ज़ी, वाम