ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଭାଇ ପ୍ରଥମେ ଜନ୍ମ ନେଇଛି
ଉଦାହରଣ : ଶ୍ୟାମର ବଡ଼ଭାଇ ଜଣେ ଅଧ୍ୟାପକ
ସମକକ୍ଷ : ଜ୍ୟେଷ୍ଠ ଭ୍ରାତା, ଦାଦା, ନନା, ବଡ ଭାଇ, ଭାଇ, ଭାଇନା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह भाई जिसने पहले जन्म लिया हो।
An older brother.
ଅର୍ଥ : ଯେ ପ୍ରଥମେ ଜନ୍ମ ହୋଇଛି
ଉଦାହରଣ : ରାମ ଲକ୍ଷ୍ମଣଙ୍କର ଅଗ୍ରଜ ଥିଲେ
ସମକକ୍ଷ : ଜ୍ୟେଷ୍ଠ, ବଡ଼
जो पहले उत्पन्न हुआ हो।
Of the elder of two boys with the same family name.
ସଂସ୍ଥାପନ କରନ୍ତୁ